27.1 C
Bhubaneswar
Tuesday, March 31, 2026
Homeଓଡିଶାପାର୍କିଂ ଫି: ବିଏମସିର ସୋ କଜ୍ ନୋଟିସ୍

ପାର୍କିଂ ଫି: ବିଏମସିର ସୋ କଜ୍ ନୋଟିସ୍

ଭୁବନେଶ୍ୱର: ଖଣ୍ଡଗିରି ମେଳାରେ ବେଆଇନ ପାର୍କିଂ ଆଦାୟ ନେଇ ବିଏମସିର ନୋଟିସ୍ । ଅତ୍ୟଧିକ ପାର୍କିଂ ଫି ଆଦାୟ କରୁଥିବା ଲିଜ ହୋଲ୍ଡରଙ୍କୁ ସୋ କଜ୍ ନୋଟିସ୍ ଜାରି କରାଯାଇଛି । ବିଏମସିର ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ନୋଟିସ୍ ଜାରି କରିଛି ବିଏମସି । ଜାନୁଆରୀ ୨୫ରୁ ଆରମ୍ଭ ହୋଇଛି ଐତିହାସିକ ଖଣ୍ଡଗିରି ମାଘମେଳା । ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ମେଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking