21.1 C
Bhubaneswar
Friday, December 19, 2025
Homeଖେଳପ୍ୟାରିସ ଅଲିମ୍ପିକ୍ସ : ମନୁ ଭାକର ହାଟ୍ରିକରୁ ବଞ୍ଚିତ

ପ୍ୟାରିସ ଅଲିମ୍ପିକ୍ସ : ମନୁ ଭାକର ହାଟ୍ରିକରୁ ବଞ୍ଚିତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସୁଟର ମନୁ ଭାକରଙ୍କ ତୃତୀୟ ମେଡାଲ ଆଶା ମଉଳିଯାଇଛି । ୨୫ ମିଟର ପିସ୍ତଲ ଫାଇନାଲରେ ମନୁ ଭାକର ଚତୁର୍ଥ ସ୍ଥାନରେ ରହିଥିବା ଜଣାଯାଇଛି । ମନୁ ପୂର୍ବରୁ ଦୁଇଟି ଇଭେଣ୍ଟରେ ବ୍ରୋଞ୍ଜ ଜିତି ସମସ୍ତ ଭାରତୀୟଙ୍କ ମନ ଜିଣିବା ସହ ଇତିହାସ ରଚିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking