21.1 C
Bhubaneswar
Tuesday, February 10, 2026
Homeଖେଳପ୍ୟାରିସ ଅଲମ୍ପିକ୍ସ : ପୁରୁଷ ହକିରେ ଭାରତର ଦମଦାର ବିଜୟ

ପ୍ୟାରିସ ଅଲମ୍ପିକ୍ସ : ପୁରୁଷ ହକିରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ : ପ୍ୟାରିସ ଅଲମ୍ପିକ୍ସ : ପୁରୁଷ ହକିରେ ଭାରତର ଦମଦାର ବିଜୟ । ପୁଲ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଲା ଭାରତ । ୫୨ ବର୍ଷ ପରେ ଅଲମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୧୯୭୨ ଅଲମ୍ପିକ୍ସରେ ଅଷ୍ଟ୍ରେଲିାକୁ ଶେଷ ଥର ପାଇଁ ହରାଇଥିଲା । ଏହାପରେ ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜୟର ସ୍ୱାଦ ଚାଖିଥିଲା। କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking