27.1 C
Bhubaneswar
Tuesday, January 13, 2026
Homeଓଡିଶାମାସକର ଝିଅକୁ ବିକିଦେଲେ ବାପାମାଆ!

ମାସକର ଝିଅକୁ ବିକିଦେଲେ ବାପାମାଆ!

ଭଦ୍ରକ: ପୁଅ, ବୋହୂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜେଜେମାଆ । ୧ ମାସର ନାତୁଣିକୁ ଉଭୟ ବିକିଥିବା ନଚେତ୍ ମାରି ଦେଇଥିବା ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁରେ ଅଭାବନୀୟ ଘଟଣା । କାଲି ବାପାମାଆ ଶିଶୁକନ୍ୟାକୁ ନେଇ ଭଣ୍ଡାରିପୋଖରୀ ହସ୍ପିଟାଲ ଆସିଥିଲେ । କିନ୍ତୁ ଶିଶୁକନ୍ୟାକୁ ନିଜ ସହ ନ ଆଣି ଖାଲି ହାତରେ ଘରକୁ ଫେରିଥିଲେ । ନାତୁଣୀ ବାବଦରେ ପଚାରିବାରୁ ଉଭୟ କିଛି ନ କହି ଓଲଟି ଗାଳିଗୁଲଜ କରିଥିଲେ । ଜେଜେମାଆର ଅଭିଯୋଗ ଆଧାରରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking