17.1 C
Bhubaneswar
Wednesday, February 4, 2026
Homeଓଡିଶାପକ୍ଷାଘାତର ଶିକାର କଂଗ୍ରେସ: ମନ୍ତ୍ରୀ

ପକ୍ଷାଘାତର ଶିକାର କଂଗ୍ରେସ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ କଂଗ୍ରେସ ସତ୍ତା ହରାଇଛି। କଂଗ୍ରେସ ପକ୍ଷାଘାତର ଶିକାର ହୋଇଛି। ଆଉ ଏବେ ଏକା ଚାଲିବାକୁ ଅସମର୍ଥ ହୋଇଛି। ସାଥୀ ଦଳ ସାହାଯ୍ୟରେ ତିଷ୍ଠିବାକୁ ବୃଥା ପ୍ରୟାସ କରୁଛି। ସେ ଆହୁରି କହିଛନ୍ତି, କଂଗ୍ରେସ ପକ୍ଷାଘାତର ଶିକାର ହୋଇଛି। ଆଉ ଏବେ ଏକା ଚାଲିବାକୁ ଅସମର୍ଥ ହୋଇଛି। ସାଥୀ ଦଳ ସାହାଯ୍ୟରେ ତିଷ୍ଠିବାକୁ ବୃଥା ପ୍ରୟାସ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking