27.1 C
Bhubaneswar
Monday, January 19, 2026
Homeଓଡିଶାପାରାଦୀପ ବସ ଧର୍ମଘଟ ସ୍ଥଗିତ

ପାରାଦୀପ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବସ ଚଳାଚଳକୁ ବିରୋଧ କରି ପାରାଦୀପରେ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ ରହିଛି । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ସଂଘ ସଭାପତି ରଶ୍ମିିରଞ୍ଜନ ପରିଡା । ସେ କହିଛନ୍ତି, ଆଜି ମଧ୍ୟାହ୍ନରେ ପାରାଦୀପ, ଜଗତସିଂହପୁର ମାଲିକ ସଂଘ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଡାକିଛନ୍ତି । ଚୂଡାନ୍ତ ନିଷ୍ପତ୍ତି ଯାଏଁ ମୁଖ୍ୟମନ୍ତ୍ରୀ ସେବା ମୁଖ୍ୟମନ୍ତ୍ରୀ ବସ ସେବା, ଜିଲ୍ଲା ସଦର ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ପାରାଦୀପ ଘରୋଇ ବସ ମାଲିକ ସଂଘ ସଭାପତି ରଶ୍ମିରଞ୍ଜନ ପରିଡା କହିଛନ୍ତି । ଏଥିସହ ସପ୍ତାହେ ଧରି ଧର୍ମଘଟରେ ଥିବା ଜଗତସିଂହପୁରରେ ଘରୋଇ ବସ ମାଲିକ ସଂଘ ବସ ଚଳାଚଳ ସ୍ୱାଭାବିକ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking