18.1 C
Bhubaneswar
Monday, December 22, 2025
Homeଓଡିଶାପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର। ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ପଣ୍ଡା ଅଳଙ୍କାର ଲୁଟ୍ ଘଟଣା, ଅନ୍ୟତମ ୩ୟ ଅଭିଯୁକ୍ତ ଗିରଫ, ଗିରଫ ଅଭିଯୁକ୍ତ ମନଜିତ କୁମାର ଆର‌୍ୟ ଓରଫ ଶେଖର। ଶେଖର ବିହାର ରାଜ୍ୟ ଛାପ୍ରା ଜିଲ୍ଲା ଡୋରିଗଞ୍ଜ ଥାନା ଭୈରୋପୁର ଅଞ୍ଚଳର। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ। ଅଭିଯୁକ୍ତ ମଞ୍ଜିତ ନିକଟରୁ ଗୋଟିଏ ଦେଶି ବନ୍ଧୁକ, ଚାରୋଟି ଅଫୁଟା ଗୁଳି, ୨ଟି ମୋବାଇଲ ଫୋନ ଏବଂ କିଛି ସୁନା ଅଳଙ୍କାର ପୋଲିସ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି । ଆବଶ୍ୟକ ପଡିଲେ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ କୁ ପୋଲିସ ରିମାଣ୍ଡରେ ଆଣିପାରେ ବୋଲି ଏସ ଡି ପି ଓ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି ଜ୍ଝସୂଚନା ଯୋଗ୍ୟ ଗତ ୪  ରେ ପାଣି କୋଇଲି ପଣ୍ଡା ଅଳଙ୍କାର ରେ ଲୁଟୁ ଉଦ୍ୟମ ହୋଇ ଥିଲକ୍ଷଦା ଡକାୟତ ଗୁଲି ମାଡ ରେ ୨ଜଣ ଙ୍କ ମୃତ୍ୟୁ ହୋଇ ଥିଲା  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking