34.1 C
Bhubaneswar
Tuesday, April 1, 2025
Homeଓଡିଶାଚାବି ମୋଡୁଛନ୍ତି ପାଣ୍ଡିଆନ: ଲକ୍ଷ୍ମଣ ବାଗ

ଚାବି ମୋଡୁଛନ୍ତି ପାଣ୍ଡିଆନ: ଲକ୍ଷ୍ମଣ ବାଗ

ଭୁବନେଶ୍ୱର: ନବୀନ ବାବୁ ଓ ପାଣ୍ଡିଆନ ଅସ୍ତିତ୍ୱ ବଞ୍ଚାଇବାକୁ ଚାହୁଁଛନ୍ତି । ଏଥିପାଇଁ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି କହିଲେ ବିଧାୟକ ଲକ୍ଷ୍ମଣ ବାଗ । ଦିଲ୍ଲୀ ସହ ଅନ୍ୟ ରାଜ୍ୟକୁ ବି ଯାଉଛନ୍ତି , ଚାବି ମୋଡୁଛନ୍ତି ପାଣ୍ଡିଆନ । ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି , ଯେତେ ସମୀକରଣ କରନ୍ତୁ । ଆଉ ବିଜେଡି ସରକାର କରିପାରିବେନି , ଡଙ୍ଗା ଖୁବ ଶୀଘ୍ର ବୁଡିଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking