24.1 C
Bhubaneswar
Friday, February 13, 2026
Homeଓଡିଶାପାଣ୍ଡିଆନ ସର୍ବେସର୍ବା ନୁହନ୍ତି: ଗଣେଶ୍ୱର

ପାଣ୍ଡିଆନ ସର୍ବେସର୍ବା ନୁହନ୍ତି: ଗଣେଶ୍ୱର

ଭୁବନେଶ୍ୱର: ପାଣ୍ଡିଆନ ସର୍ବେସର୍ବା ନୁହନ୍ତି କହିଲେ ବିଧାୟକ ଗଣେଶ୍ୱର ବେହେରା । ପାଣ୍ଡିଆନଙ୍କ ଉପରେ ନବୀନଙ୍କ ଭରସା ଅଛି , କିନ୍ତୁ ପାଣ୍ଡିଆନ ସର୍ବେସର୍ବା ନୁହନ୍ତି । ପାଣ୍ଡିଆନ କଦାପି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ନବୀନ ପାଣ୍ଡିଆନଙ୍କୁ କେବେ ଉତ୍ତରାଧିକାରୀ କରିନାହାନ୍ତି କି ପାଣ୍ଡିଆନ ଦାବି କରିନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking