28.1 C
Bhubaneswar
Friday, April 18, 2025
Homeଓଡିଶାନିଜେ ପାଣ୍ଡିଆନ ଆଗକୁ  ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ

ନିଜେ ପାଣ୍ଡିଆନ ଆଗକୁ  ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ବିଜେଡି ସୁପ୍ରିମୋ କ୍ଲିନଚିଟ ଦେବା ପ୍ରସଙ୍ଗରେ  ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବଡ ବୟାନ ଦେଇଛନ୍ତି । କହିଛନ୍ତି, ପାଣ୍ଡିଆନଙ୍କୁ  ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନିଜେ ପାଣ୍ଡିଆନ ଆଗକୁ  ଆସି ସ୍ପଷ୍ଟ କରିବା ଦରକାର । ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁନାହାନ୍ତି । ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ କୁହନ୍ତୁ । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି କହୁଛନ୍ତି । ନବୀନ ବାବୁ କାହିଁକି ତାଙ୍କୁ ଛାଡିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking