ଭୁବନେଶ୍ୱର: ସୁବାସ ସିଂଙ୍କ ଅଭିଯୋଗ ପରେ ଦେବାଶିଷ ସାମନ୍ତରାୟଙ୍କ ଜବାବ । କହିଲେ ମୋତେ ପ୍ରଶ ପଚାରିବାକୁ ସୁବାସ ସିଂ କିଏ ?ବିଜେଡିର ଆଜିର ପରିସ୍ଥିତି ପାଇଁ ପାଣ୍ଡିଆନ ଦାୟୀ । ପାଣ୍ଡିଆନ ବିଜେଡିକୁ ବିକ୍ରି କରିଦେଇଛନ୍ତି ।