15.1 C
Bhubaneswar
Saturday, December 6, 2025
Homeଓଡିଶାବିଭାଜିତ ହେବ ପଞ୍ଚାୟତ, ଜିଲ୍ଲା ଓ ସବ ଡିଭିଜନ: ମନ୍ତ୍ରୀ

ବିଭାଜିତ ହେବ ପଞ୍ଚାୟତ, ଜିଲ୍ଲା ଓ ସବ ଡିଭିଜନ: ମନ୍ତ୍ରୀ

ଭୁବନେଶ୍ୱର: ଆଗକୁ ବିଭାଜିତ ହେବ ପଞ୍ଚାୟତ, ଜିଲ୍ଲା ଓ ସବଡିଭିଜନ । ବର୍ତ୍ତମାନ ଏନଏସି ପାଇଁ  ପଦକ୍ଷେପ ନିଆଯାଇଛି । ଜିଲ୍ଲା ପାଇଁ ଅନେକ ଦାବି ରହିଛି । ମୟୁରଭଞ୍ଜ, ସୁନ୍ଦରଗଡ ବଡ ଜିଲ୍ଲା ରହିଛି । କେଉଁଟା ଆଗ କରିବୁ ବିଜେଡି  ପରାମର୍ଶ ଦରକାର ନାହିଁ । ୨୦୨୫ ଶେଷକୁ ଜନଗଣନା  ଆରମ୍ଭ ହେବ । ଶୀଘ୍ର ଘୋଷଣା ହେବ ରାଜସ୍ୱ ଗାଁ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking