ବ୍ୟୁରୋ : ଠିକାଦାରମାନଙ୍କୁ ମନ୍ତ୍ରୀଙ୍କ ତାଗିଦ । ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ତାଗିଦ କରିଛନ୍ତି ଯେ ଶୀଘ୍ର ପାନୀୟ ଜଳ ପ୍ରକଳ୍ପ ସାରା ଶୀଘ୍ର ପ୍ରକଳ୍ପ ନ ସାରିଲେ ହେବ କଳା ତାଲିକାଭୁକ୍ତ । ପ୍ରକଳ୍ପ ମନ୍ଥର ଗତି ପାଇଁ ବିଭାଗୀୟ ଅଧିକାରୀ ବି ଦାୟୀ ରହିବେ ା କେନ୍ଦ୍ରାପଡା ଗସ୍ତ ଅବସରରେ ମନ୍ତ୍ରୀଙ୍କ ତାଗିଦ ରହିଛି ।