ଭୁବନେଶ୍ୱର: ଭିଜିଲାନ୍ସ ଚଢାଉ ନେଇ ମନ୍ତ୍ରୀ ରବି ନାୟକ ଚେତାବନ ଦେଇଛନ୍ତି । ପୁରୁଣା ମୂଷା ହେଉ କି ବିରାଡି ଦଣ୍ଡ ନିଶ୍ଚିତ । ଆଇନ ଆଗରେ ସବୁ ମୂଷା , ବିରାଡି ସମାନ । ମୂଁ ନିଜେ ୯ ଜଣ ଜେଇଇ, ବିଡିଓଙ୍କୁ ନିଲମ୍ବନ କରିଛି । ଯାହା ନାଁରେ ଅଭିଯୋଗ ଆସିବ , କାଯ୍ୟାନୁଷ୍ଠାନ ହେବ ।