ଭୁବନେଶ୍ୱର: ବର୍ଷ ପୂର୍ତ୍ତିରେ ପ୍ରତି ପଞ୍ଚାୟତରୁ ୧୦ ଜଣଙ୍କୁ ମିଳିବ ପକ୍କା ଘର । ଏନେଇ ସୂଚନା ବେଲେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ । ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଦେବେ ସରକାର । ୫ ଦିନ ଭିତରେ ତାଲିକା ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୨ ତାରିଖ ଦିନ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପକ୍କା ଘର ଦିଆଯିବ ।










