ଭୁବନେଶ୍ୱର: ଭୁବନେଶ୍ୱରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି । ଓଡିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା ମିଳିଛି । ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ ପୋଲିସ ନୋଟିସ ଜାରି କରିଛି । ୨୦୨୪ରେ ମହିଳାଙ୍କ ଭିସା ଅବଧି ଶେଷ ହୋଇଯାଇଛି । ପହଲାଗାମରେ ପଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ କରିବା ନେଇ ପୋଲିସ ପ୍ରଶାସନ ଏବେ ସଜାଗ ଅଛି ା