27.1 C
Bhubaneswar
Sunday, June 15, 2025
Homeଓଡିଶାବ୍ରହ୍ମପୁରରେ ପାକିସ୍ତାନୀ ମହିଳା

ବ୍ରହ୍ମପୁରରେ ପାକିସ୍ତାନୀ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ୍ । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡିବାକୁ ନୋଟିସ । ନୋଟିସ ସହ ମହିଳାଙ୍କ ଘରେ ପହଞ୍ଚି ଭିସା ଯାଞ୍ଚ କଲା ପୋଲିସ । ମିଲିଟାରୀ ଲାଇନ ବଡ ମସଜିଦ୍ ସାହିରେ ରହୁଛନ୍ତି ମହିଳା । ଓଡିଶାରେ ୨୫ ବର୍ଷରୁ ଅଧିକ ଦିନ ଧରି ପରିବାର ସହ ରହୁଛନ୍ତି ମହିଳା । କିଛି ବର୍ଷ ପୂର୍ବେର୍ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ମହିଳା ଜଣକ ନିଜ ସାନ ଝିଅ ସହ ଏଠାରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking