18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପୂର୍ବ ଆର୍ମି ଚିଫଙ୍କ ମନ୍ତବ୍ୟରେ ଥରହର ପାକିସ୍ତାନ

ପୂର୍ବ ଆର୍ମି ଚିଫଙ୍କ ମନ୍ତବ୍ୟରେ ଥରହର ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତୀୟ ସେନା। ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା। ଏହି ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି। ’ପିକ୍ଚର ତୋ ଅଭି ବାକି ହୈ’ ବୋଲି ନରୱଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି। ନରୱଣେ ସଙ୍କେତ ଦେଇଛନ୍ତି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରେ ଏବଂ ଯୁଦ୍ଧକୁ ଉସକାଏ ତେବେ ଭାରତ ଆହୁରି ବଡ ଧରଣର ଆକ୍ରମ ଣ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଜବାବ ଭାବରେ ’ଅପରେସନ୍ ସିନ୍ଦୂର’କୁ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking