17.1 C
Bhubaneswar
Monday, December 22, 2025
Homeଓଡିଶାପାକିସ୍ତାନ ମାନବବାଦ ବିରୋଧୀ: ମୋଦି

ପାକିସ୍ତାନ ମାନବବାଦ ବିରୋଧୀ: ମୋଦି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । କତ୍ରାରେ ଜନସଭାକୁ ପ୍ରଧାନମନ୍ତ୍ରୀ  ଉଦବୋଧନ  ଦେଇଛନ୍ତି ।  ଆଜିର କାଯ୍ୟକ୍ରମ ଭାରତର ଏକତାର ପରିଚୟ ।  ବିକାଶର  ନୂଆ ଯୁଗ ପାଇଁ  ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାଶ୍ମୀରବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହେଲା ।  ଚେନାବ ବ୍ରିଜ ଉଜ୍ଜଳ ଭାରତର ଉଦାହରଣ । ଜମ୍ମୁ କାଶ୍ମୀରର ଭାଗିଦାରୀ  ଆଗକୁ ବଢିଚାଲିବ । ଜମ୍ମୁ କାଶ୍ମୀରର ବିକାଶ ଗତିରେ ମୋଡ ବଦଳିବ ।  ଆହ୍ୱାନକୁ ଆହ୍ୱାନ ଦେବାର ରାସ୍ତା ବାଛିଛି । ସମସ୍ତ  ଭଲ କାମ ମୋ ଭାଗ୍ୟରେ ହିଁ ପଡୁଛି । ଏବେ ଜମ୍ମୁ କାଶ୍ମୀରର ବିକାଶ ଅଟକିବ ନାହିଁ । ଏହା ପରେ ପାକିସ୍ତାନ ଉପରେ ମୋଦି ବର୍ଷିଥିଲେ । କହିଥିଲେ, ଭାରତରେ ଦଙ୍ଗା କରିବାକୁ ଚେଷ୍ଟା କରିଥିଲେ  ମନ୍ଦିର- ମସଜିଦ ଉପରେ ପାକିସ୍ତାନ ଆକ୍ରମଣ କଲା । ଆତଙ୍କୀ ଠିକଣା ଅଳ୍ପ ସମୟରେ ଧ୍ୱଂସ କରିଦେଲୁ ।  ପାକ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking