27.8 C
Bhubaneswar
Sunday, May 18, 2025
Homeଦେଶ ବିଦେଶପାକିସ୍ତାନ ଭେଦ କରିପାରିବନି: ରାଜୀବ ଘାଇ

ପାକିସ୍ତାନ ଭେଦ କରିପାରିବନି: ରାଜୀବ ଘାଇ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ନେଇ ତିନି ସେନା  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ରାଜୀବ ଘାଇ କହିଛନ୍ତି, ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି । ଏଭଳି କହି ଦମ୍ଭୋକ୍ତି ପ୍ରକାଶ କଲେ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ।  ଆମ ଚାରି ଲେୟର ସୁରକ୍ଷା କବଚ ରହିଛି, ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ପରନ୍ତୁ ପାକିସ୍ତାନ କଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ ।  ଲୋକଙ୍କୁ ବୁଝିବା ପାଇଁ ଅଷ୍ଟ୍ରେଲିଆ- ଇଂଲଣ୍ଡ  କ୍ରିକେଟ  ଲଢେଇ କଥା କହିଲେ । ଇଂଲଣ୍ଡ ବ୍ୟାଟରଙ୍କୁ ଜେପ ଥମ୍ପସମ, ଡେନିସ ଲିଲି ଧାରାଶାୟୀ କରିଥିଲେ । ଆସେସ ଲଢେଇରେ ଏହି ୨ ବୋଲରଙ୍କୁ ସାମ୍ନା କରି ପାରି ନଥିଲେ । ତେଣୁ ଆପଣମାନେ ନିଷ୍‌ଚିତ ଏଥିରୁ ବୁଝି ପାରୁଥିବେ କହିଲେ । କୋହଲିଙ୍କର ଜଣେ ବଡ ସମର୍ଥକ ବୋଲି କହିଲେ ରାଜୀବ ଘାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking