28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପାକିସ୍ତାନ ବିସ୍ଫୋରଣ : ୨୨ ମୃତ, ୩୦ ଆହତ

ପାକିସ୍ତାନ ବିସ୍ଫୋରଣ : ୨୨ ମୃତ, ୩୦ ଆହତ

ପାକିସ୍ତାନ: ପାକିସ୍ତାନ ବଲୋଚିସ୍ତାନରେ ବଡ ଧରଣର ବିସ୍ଫୋରଣ । ତେବେ ସୂଚନା ଅନୁଯାୟୀ ଆଜି ପାକିସ୍ତାନର କ୍ୱେଟାର ରେଳ ଷ୍ଟେସନରେ ଭୟଙ୍କର ବୋମା ବିସ୍ଫୋରଣରେରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ରେଳ ଷ୍ଟେସନର ବୁକିଂ ଅଫିସରେ ଏହି ବିସ୍ଫୋରଣ ଘଟିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଜାଫର ଏକ୍ସପ୍ରେସ ସକାଳ ୯ଟାରେ ପେଶୱାର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା। ଭୟାନକ ବିସ୍ଫୋରଣ ଦେଖି ବହୁ ଆହତ ହେବାର ଆଶଙ୍କା ରହିଛି ବୋଲି ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking