15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶପହଲଗାମ ଆତଙ୍କୀ ହମଲା, କାହାରିକୁ ଛଡା ଯିବନି: ରାଜନାଥ ସିଂ

ପହଲଗାମ ଆତଙ୍କୀ ହମଲା, କାହାରିକୁ ଛଡା ଯିବନି: ରାଜନାଥ ସିଂ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ  ପ୍ରତିରକ୍ଷା ମନ୍ତ୍ରୀ ବଡ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି କାହାରିକୁ ଛଡା ଯିବନି । ଘଟଣାରେ ଯିଏ ସମ୍ପୃକ୍ତ ଓ ପରଦା ପଛରେ ଯିଏ ଅଛି ଛଡାଯିବନି । ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଜାରି ରଖିଛି । ଏଭଳି ଘୃଣ୍ୟ ଅମାନବୟ କାଯ୍ୟକୁ ନିନ୍ଦା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking