27.1 C
Bhubaneswar
Monday, May 5, 2025
Homeଦେଶ ବିଦେଶପହଲଗାମ ହମଲା: ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡଙ୍ଗୀ

ପହଲଗାମ ହମଲା: ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଆଜି ଅପରାଜିତା ଷଡ଼ଙ୍ଗୀ ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା  ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କର ପତ୍ନୀ ଓ ପୁଅକୁ ଭେଟିଛନ୍ତି। ଅପରାଜିତା ଷଡ଼ଙ୍ଗୀ ଶ୍ରୀନଗର ଗସ୍ତରେ ଥିବା ଯୋଗୁ ସେମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏଣେ ନୂଆଦିଲ୍ଲୀରେ  ମୃତ ପ୍ରଶାନ୍ତଙ୍କ ଭଉଣୀ ଅପେକ୍ଷାରେ ରହିଛନ୍ତି । ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking