27.1 C
Bhubaneswar
Monday, December 8, 2025
Homeଓଡିଶାପ୍ରଫୁଲ୍ଲଙ୍କ ସପକ୍ଷରେ ବାହାରିଲେ ପଦ୍ମନାଭ

ପ୍ରଫୁଲ୍ଲଙ୍କ ସପକ୍ଷରେ ବାହାରିଲେ ପଦ୍ମନାଭ

ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକ କିଛି ମିଡିଆରେ  କିଛି ମନ୍ତବ୍ୟ ଦେଇଥିବାରୁ  ନିଲମ୍ବିତ ହୋଇଛନ୍ତି । କିନ୍ତୁ ଆକ୍ସନ ନେବା ଟା ଠିକ ହେବ ନାହିଁ । ମୁଁ ଜମା ଆକ୍ସନ ପକ୍ଷରେ ନାହିଁ । ଯିଏ ବି ଅସନ୍ତୁଷ୍ଟ ଅଛନ୍ତି,  ସେମାନଙ୍କୁ ବୁଝାସୁଝା କରିବା କଥା । ସରକାରରେ ରହି ଚଳାଇବା ଏବଂ ବିରୋଧୀରେ  ରହି ଦଳ ଚଳାଇବା ଭିତରେ ଫରକ ଅଛି ଯେଉଁମାନଙ୍କର ଆଶାଥିଲା ତାହା ପୂରଣ ନହେଲେ ଦଳ ବିରୋଧରେ କହୁଛନ୍ତି । କିନ୍ତୁ , ବାହାରେ ଏକଥା ନକହି  ଦଳ ଭିତରେ ଜଣାଇବା ଠିକ ହେବ । ଦଳୀୟ ଶୃଙ୍ଖଳାରେ ରହିବା ଉଚିତ । ନିର୍ବାଚନ ପରିଚାଳନା ଏବଂ  ବିରୋଧୀଙ୍କର ଅପପ୍ରଚାର ମୁକାବିଲା କରିନପାରିବାରୁ ଚଳିତ ନିର୍ବାଚନରେ ଆମେ  ହାରିଛୁ । ଆମେ   ଏହାକୁ  ସୁଧାରିବା ଦରକାର ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking