ଭୁବନେଶ୍ୱର: କଂଗ୍ରେସ ଭବନରେ ବରିଷ୍ଠ ନେତା କେସି ବେଣୁଗେପାଳ । ରାଜନୈତିକ ବ୍ୟାପାର କମିଟି ବୈଠକରେ ଭାଗ ନେଲେ ବରିଷ୍ଠ ନେତା । ଆଗକୁ ନୂଆପଡା ଉପନିର୍ବାଚନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ହୋଇଛି ବୈଠକ । ସଂଗଠନ ସୃଜନରେ ଜିଲ୍ଲା ସଭାପତି ଚୟନ ନେଇ ନେତାଙ୍କ ସହ ବୈଠକ ଚାଲିଛି ।