14.1 C
Bhubaneswar
Sunday, December 7, 2025
Homeଓଡିଶାଓଲଟିଲା ଟ୍ରକ: ଯୁବକ ମୃତ

ଓଲଟିଲା ଟ୍ରକ: ଯୁବକ ମୃତ

ଆଠଗଡ: ବାଇକ ଉପରେ ଓଲଟିଲା ପଥର ବୋଝେଇ ଟ୍ରକ । ଫଳରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି । ଆଠଗଡ- ମୁଣ୍ଡଳି ରାସ୍ତା ବନଖଣ୍ଡି ଛକରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ ।   ସ୍ଥାନୀୟ ରାସ୍ତାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।  ସ୍ଥାନୀୟ ଲୋକେ ଯୁବକଙ୍କୁ ସାଙ୍ଗେସାଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକଙ୍କ  ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking