30.1 C
Bhubaneswar
Wednesday, February 11, 2026
Homeଓଡିଶାଓଲଟିଲା ସ୍କୁଲ ଭ୍ୟାନ୍ : ୧୦ ପିଲା ଆହତ

ଓଲଟିଲା ସ୍କୁଲ ଭ୍ୟାନ୍ : ୧୦ ପିଲା ଆହତ

ଚାନ୍ଦବାଲି : ରାସ୍ତା ତଳକୁ ଓଲଟିଲା ସ୍କୁଲ୍ ଭ୍ୟାନ୍ । ଫଳରେ ୧୦ ପିଲା ଆହତ ହୋଇଛନ୍ତି । ଦ୍ୱିଗୋଛିଆରୁ ସ୍କୁଲ୍ ପିଲାଙ୍କୁ ଆଣି ଆସିବା ବେଳେ ଓଲଟି ପଡିଲା । ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ଦୁର୍ଘଟଣା । ଆହତ ୧୦ ପିଲା ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking