17.1 C
Bhubaneswar
Wednesday, February 4, 2026
Homeଓଡିଶାଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

ବଲାଙ୍ଗିର: ବଲାଙ୍ଗିର ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ। ସୂଚନା ଅନୁଯାୟୀ, ବଲାଙ୍ଗୀର ସହର ଭିତରେ ଥିବା ପୁରୁଣା ସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ନିଆଁ ଲାଗିଛି। ସମ୍ପୁର୍ଣ୍ଣ ମାର୍କେଟରେ ନିଆଁ ଲାଗିଛି। କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି । ପ୍ରଚଣ୍ଡ ନିଆଁକୁ ଆୟତ୍ତ ପାଇଁ ବଲାଙ୍ଗୀର ୨ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking