24.1 C
Bhubaneswar
Friday, February 6, 2026
Homeଓଡିଶାଭ୍ୟାନ ଓଲଟି ୩୦ରୁ ଉର୍ଦ୍ଧ ଆହତ

ଭ୍ୟାନ ଓଲଟି ୩୦ରୁ ଉର୍ଦ୍ଧ ଆହତ

ତେଲକୋଇ: ପିକଅପ୍ ଭ୍ୟାନ୍ ଓଲଟି ୩୦ରୁ ଉର୍ଦ୍ଧ ଆହତ । ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ଓଲଟିଲା । ଆହତଙ୍କ ମଧ୍ୟରେ ୧୦ ଗୁରୁତର । ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ବିପଦପୂର୍ଣ୍ଣ ଭାବେ ଡାଲା ପିକଅପ୍‌ରେ ୫୦ ଯାତ୍ରୀ ଯାଉଥିଲେ । ପାଲଲହଡା ରଡଗାଁରୁ ବାଂଶପାଳ ତଳଜାଗର ବନ୍ଧୁ ଘରକୁ ଯାଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking