ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି ନେଇ ସମସ୍ତ ବିଭାଗକୁ ଅର୍ଥ ସଚିବଙ୍କ ଚିଠି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିନା ଅନୁମତିରେ ନିଯୁକ୍ତି ଦେଇପାରିବେନି । ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ । ଯଦି ପୂର୍ୱରୁ ମଞ୍ଜୁରୀ ଥାଏ ତେବେ ନବୀକରଣ ପଯ୍ୟାୟରେ ଅନୁମତି ଦରକାର । କିନ୍ତୁ ପୂର୍ୱରୁ ମଞ୍ଜୁରୀ ସଂଖ୍ୟାଠାରୁ ଅତିରିକ୍ତ କର୍ମଚାରୀଙ୍କ ପାଇଁ ମଞ୍ଜୁରୀ ଆବଶ୍ୟକ ।









