ଭୁବନେଶ୍ୱର: ବର୍ଷକରେ ଆମ ବସ ନେଇଛି ୭ ଜଣଙ୍କ ଜୀବନ । ରାଜଧାନୀରେ ସର୍ବାଧିକ ୬ ଜଣଙ୍କ ମୁଣ୍ଡ ନେଇଛି ଆମ ବସ । ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । କଟକରେ ଆମ ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷକ ମଧୟରେ ସର୍ବାଧିକ ୮ ଜଣ ଗୁରୁତର ହୋଇଛନ୍ତି ।










