14.1 C
Bhubaneswar
Saturday, December 6, 2025
Homeଓଡିଶାବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁରରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ

ଗଞ୍ଜାମ: ଗଡ଼ୁନି ଚକ । ଅପେକ୍ଷା କରିଛନ୍ତି ଯାତ୍ରୀ । ବ୍ରହ୍ମପୁରରେ  ଆମ ବସ କର୍ମଚାରୀଙ୍କ ଆନ୍ଦୋଳନ । ୬ ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି  ଆମ ବସ କର୍ମଚାରୀ । ଫଳରେ ଆଜି ଆମ ବସ ସେବା ବନ୍ଦ ରହିଛି ।  ଦରମା ବୃ୍‌ଦ୍ଧି, ୮ ଘଣ୍ଟା ଡ୍ୟୁଟି ଓ ମାସକୁ ୪ଟି ଛୁଟି ଦାବିରେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି  କର୍ମଚାରୀ ।  ଗତ ୬ ମାସ ପୂର୍ବରୁ  ମଧ୍ୟ  ବ୍ରହ୍ମପୁରରେ ଆମ ବସ କର୍ମଚାରୀ ଆନ୍ଦୋଳନ କରି ନିଜର ଦାବି ଜଣାଇଥିଲେ ।  କିନ୍ତୁ ଏହାର ସମାଧାନ ହୋଇନଥିବାରୁ  ଆଜି ପୁଣି  ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking