ଖୋର୍ଦ୍ଧା: ଜଳିଗଲା ଆମ ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗଡଖୋର୍ଦ୍ଧା ଛକରେ ଜଳିଗଲା ଆମ ବସ । ଚଳନ୍ତା ବସରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ସାଙ୍ଗେ ସାଙ୍ଗେ ଯାତ୍ରୀଙ୍କୁ ବସରୁ ତଳକୁ ଓହ୍ଲାଇ ବସ ଖାଲି କରାଯାଇଛି । କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି ।










