21.1 C
Bhubaneswar
Monday, December 8, 2025
Homeଓଡିଶାଓଟିଇଟି ପ୍ରଶ୍ନପତ୍ର ଲିକ: ୬ ଗିରଫ

ଓଟିଇଟି ପ୍ରଶ୍ନପତ୍ର ଲିକ: ୬ ଗିରଫ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ମାମଲାରେ  ୬ ଜଣ ଗିରଫ ହୋଇଛନ୍ତି ।  ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି   ବିନୟତୋଷ ମିଶ୍ର । ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ ହୋଇଛି ।  ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମ୍ପୃକ୍ତ ରହିଛନ୍ତି । ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଯିବାର ପ୍ରମାଣ ମିଳିଛି ।  ଏହି ପ୍ରସ୍ନପତ୍ର ଲିକ ବାଲେଶ୍ୱରରୁ କୋରାପୁଟ ପଯ୍ୟନ୍ତ ବ୍ୟାପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking