15.1 C
Bhubaneswar
Wednesday, December 17, 2025
Homeଓଡିଶା୩୧ ଅଗଷ୍ଟରେ ଓଟିଇଟି ପରୀକ୍ଷା

୩୧ ଅଗଷ୍ଟରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ବନ୍ଦ ରହିଥିବା ଓଟିଇଟି ପରୀକ୍ଷା ୩୧ ଅଗଷ୍ଟରେ ହେବ । ବୋର୍ଡ ପକ୍ଷରୁ ଏହି ପରୀକ୍ଷା କରାଯିବ । ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ ବୋଇଥିଲା । ଅଗଷ୍ଟ ୩୧ରେ ହେବ ସ୍ପେଶାଲ ଓଟିଇଟି ପରୀକ୍ଷା । ସ୍ପେଶାଲ୍ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଦୁଇଟି ସିଟିଂରେ ହେବ ସ୍ପେଶାଲ ଓଟିଇଟି ପରୀକ୍ଷା । ସକାଳ ୯ଟାରୁ ୧୧:୩୦ ଯାଏଁ ପେପର୍‌-୧ ପରୀକ୍ଷା ହେବ ଏବଂ  ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍ -୨ ପରୀକ୍ଷା ହେବ । ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking