19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆଇଡି ବ୍ଲାଷ୍ଟରେ ସାଧାରଣ ନାଗରିକ ମୃତ

ଆଇଡି ବ୍ଲାଷ୍ଟରେ ସାଧାରଣ ନାଗରିକ ମୃତ

ଛତିଶଗଡ: ଛତିଶଗଡରେ ଆଇଡି ବ୍ଲାଷ୍ଟରେ ଜଣଙ୍କ ମୃତ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ନାରାୟଣପୁରରେ ଆଇଡି ବ୍ଲାଷ୍ଟରେ ସାଧାରଣ ନାଗରିକର ମୃତ୍ୟୁ ହୋଇଛି ।  କାଠ ସଂଗ୍ରହ  ପାଇଁ  ଯାଇଥିବା ସମୟରେ ଆଇଡି ବ୍ଲାଷ୍ଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking