26.1 C
Bhubaneswar
Thursday, November 28, 2024
Homeଓଡିଶାଓପିଏସସି ସଚିବ ହାଇକୋର୍ଟରେ ହାଜର

ଓପିଏସସି ସଚିବ ହାଇକୋର୍ଟରେ ହାଜର

ଭୁବନେଶ୍ୱର: ଡେଣ୍ଟାଲ ସର୍ଜନ ନିଯୁକ୍ତି ଆନିମିୟତା ମାମଲା । ହାଇକୋର୍ଟରେ ହାଜର ହେଲେ ଓପିଏସସି ସଚିବ। ୧୧ ଜଣ ନିଯୁକ୍ତି ପାଇଥିବା ନେଇ ସତ୍ୟପାଠ ଦାଖଲ । ୧୧ ଜଣ ନାଁ ସୁପାରିସକୁ ପତ୍ୟହାର ନେଇ ଆବେଦନ । ଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ନିର୍ଦେଶ । ଆସନ୍ତା ଡିସେମ୍ବର ୧୬ ରେ ହେବ ପରବର୍ତ୍ତୀ ଶୁଣାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking