26.7 C
Bhubaneswar
Wednesday, March 26, 2025
Homeଓଡିଶାବିରୋଧୀଙ୍କ ହଙ୍ଗାମା: ୧ଟା ଯାଏଁ ଗୃହ ମୁଲତବି

ବିରୋଧୀଙ୍କ ହଙ୍ଗାମା: ୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ପୁଣି ବିରୋଧୀଙ୍କ ହଙ୍ଗାମା ଦେଖାଦେଇଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ସର୍ୱଦଳୀୟ ବୈଠକ ଡାକିଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଅନ୍ୟପଟେ , ଆଜି ସକାଳେ ଆଜି ଗୃହରେ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି   ଘଣ୍ଟ ଓ ଝାଞ୍ଜ ବଜାଇ  କଂଗ୍ରେସ ପ୍ରତିବାଦ କରିଥିଲେ । ଅପରପକ୍ଷେଣ୍ଟମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ    ସଂରକ୍ଷଣ ପାଇଁ ବିଜେଡି ଦାବି  କରିଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ  ୧୨ଟା ୯ ଯାଏଁ ଗୃହ ମୁଲତବି  କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking