16.1 C
Bhubaneswar
Monday, January 12, 2026
Homeଓଡିଶାପିସିକୁ ବିରୋଧ କରିବାରୁ ଷଡଯନ୍ତ୍ର: ବିଜେପି

ପିସିକୁ ବିରୋଧ କରିବାରୁ ଷଡଯନ୍ତ୍ର: ବିଜେପି

ଭୁବନେଶ୍ୱର: ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଜେପିର ପ୍ରେସମିଟ୍ । ଲାପଟପ୍ ଉଠାଇବା ଘଟଣା ନେଇ ଜିଲ୍ଲା ବିଜେପି ଦୁଃଖ ପ୍ରକାଶ କରିଛି । ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ କହିଛନ୍ତି ଯେ ପିସି କାରବାରରୁ ବିଜେପି ବିରୋଧରେ ଷଡଯନ୍ତ୍ର କରାଯାଇଛି । ରାଜନଗରରେ ରାଜନୈତିକ ରଙ୍ଗ ବୋଳୁଛି ବିଜେଡି । ବ୍ଲକ କାର୍ଯ୍ୟ ଠପ୍ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking