ଭୁବନେଶ୍ୱର: ଗୃହ ଅଚଳାବସ୍ଥା ପରେ ବିଧାୟକ ଈରାଶିଷ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହେଉ । ପ୍ରଶ୍ନକାଳରେ ସବୁ ପ୍ରସଙ୍ଗରେ ଆଲୋଚନା ହେଉ । ବିରୋଧୀ ଦଳ ସଦସ୍ୟ ଆଲୋଚନା ଚାହୁନାହାନ୍ତି । ତଥ୍ୟ ସାମ୍ନାକୁ ଆସୁ ବୋଲି ସେମାନେ ଚାହୁନାହାନ୍ତି । ମୁଲତବି ପ୍ରସ୍ତାବ ନଦେଇ ଗୃହ ଚଳାଇନଦେବା ଦୁର୍ଭାଗ୍ୟଜନକ ଅଟେ ।










