ଭୁବନଶ୍ୱେର: ନବୀନ ବିଜେଡି ସବାପତି ହେବା ପରେ ଶୁଭେଚ୍ଛା ଜଣାଇଲେ ମନମୋହନ ସାମଲ । ନବୀନଙ୍କୁ ସ୍ୱାଗତ , ବିରୋଧୀ ଦଳ ଦାୟିତ୍ୱ ସମ୍ପନ୍ନ ହେବା କଥା । ସେ ଗଠନ ମୂଳକ ପ୍ରସ୍ତାବ ଦେଲେ ଆମେ ଖୁସି ହେବୁ । ଫଲ୍ସ ନାରେଟିଭ ପ୍ରତିକ୍ରିୟାର ଜବାବ ଦେଲେ ମନମୋହନ । ନବୀନ ବାବୁ ଜଣାନ୍ତୁ କେଉଁଟା ଫଲ୍ସ ନାରେଟିଭ । ଅନ୍ୟପଟେ ବୈଠକରେ ସାମିଲ ହେଲେନି ପ୍ରଫୁଲ୍ଲ ମଲ୍ଲିକ । ସାମିଲ ହେବାକୁ ନିମନ୍ତ୍ରଣ ନଥିଲା କହିଲେ ପ୍ରଫୁଲ୍ଲ । ରାଜ୍ୟ ପରିଷଦ ଓ କାଯ୍ୟକାରିଣୀରେ ନାଁ ନଥିଲା ।