20.1 C
Bhubaneswar
Sunday, December 21, 2025
Homeଓଡିଶା ବିରୋଧୀ ରାଜନୀତି କରୁଛନ୍ତି: ମନ୍ତ୍ରୀ

 ବିରୋଧୀ ରାଜନୀତି କରୁଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କ ସମାଲୋଚନାର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି କହିଲେ ଆଇନ ମନ୍ତ୍ରୀ ।  ଜଣ୍ଡିସ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି । ଅତୀତରେ ସେମାନଙ୍କୁ ତ୍ରୁଟି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି । ମୋ ଦେଖିବାରେ ୧୯୭୭ ଠାରୁ ଆଜି ଯାଏଁ ପ୍ରଥମ ଦିନରେ ରଥ ପହଞ୍ଚିନି । ଅଧିକାଂଶ  ବର୍ଷ ରଥ ଦ୍ୱିତୀୟ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାନ୍ତି । ଯେଉଁମାନେ ରାଜନୀତି କରୁଛନ୍ତି , ଆଜି ନହେଲେ କାଲି ଭୋଗିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking