27.1 C
Bhubaneswar
Friday, October 18, 2024
Homeଓଡିଶାଗୃହରେ ବିରୋଧୀଙ୍କ ହଙ୍ଗାମା ; ଦ୍ରୁବ ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ

ଗୃହରେ ବିରୋଧୀଙ୍କ ହଙ୍ଗାମା ; ଦ୍ରୁବ ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ

ଭୁବନେଶ୍ୱର : ଅପରାହ୍ନ ଅଧିବେଶନ ; ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସର ହୋହାଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ ଭାଙ୍ଗିଲେ ବିଧାୟକ । ବିଜେଡି ବିଧାୟକ ଦ୍ରୁବ ସାହୁ ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଲେ । ଗୃହର ମଧ୍ୟଭାଗକୁ ଆସି ବିଜେଡି, କଂଗ୍ରେସ ସଭ୍ୟଙ୍କ ହୋହାଲ୍ଲା । ବିରୋଧୀଙ୍କ ପ୍ରଶ୍ନ-ଓଡିଆ ଅସ୍ମିତା କୁଆଡେ ଗଲା ? ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ବିରୋଧୀ ଦଳ କହିଛନ୍ତି । ତେବେ ସକାଳେ ବି ଗୃହ ଚଳାଇ ଦେଇନଥିଲେ ବିରୋଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking