22.1 C
Bhubaneswar
Sunday, March 23, 2025
Homeଓଡିଶାଗୃହରେ ନିଷ୍କର୍ଷ ବାହାରୁ ବିରୋଧୀ ଚାହୁଁନାହାନ୍ତି: ଈରାଶିଷ

ଗୃହରେ ନିଷ୍କର୍ଷ ବାହାରୁ ବିରୋଧୀ ଚାହୁଁନାହାନ୍ତି: ଈରାଶିଷ

ଭୁବନେଶ୍ୱର : ଗୃହ ମୁଲତବି ପ୍ରସଙ୍ଗରେ ଈରାଶିଷ ଆଚାଯ୍ୟ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବାଚସ୍ପତି ବୁଝାଇବା ସତ୍ତ୍ୱ କଂଗ୍ରେସ ହୋହଲ୍ଲା କରୁଛି । ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି କହିଛନ୍ତି ଈରାଶିଷ । କଂଗ୍ରେସ ଆଲୋଚନା ପରେ ବି ସମାନ ପ୍ରସଙ୍ଗ ଉଠାଇଛି । ଗୃହରେ ନିଷ୍କର୍ଷ ବାହାରୁ ବିରୋଧୀ ଚାହୁଁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking