17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଅପରେସନ ସିନ୍ଦୂର ସଫଳ: ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୂର ସଫଳ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଡିବିଟି ଜରିଆରେ ଚାଷୀଙ୍କୁ ଟଙ୍କା ପଠାଇ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ସମ୍ବୋଧନ ରଖିଛନ୍ତି । ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରିଛନ୍ତି ମୋଦି ।ପହଲଗାମରେ ନିର୍ଦ୍ଦୋଷଙ୍କୁ ହତ୍ୟା କଲେ । ଘଟଣାକୁ ନେଇ ଅତ୍ୟନ୍ତ ମର୍ମାହତ ଥିଲି । ପ୍ରତିଶୋଧ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ପୂରଣ ହୋଇଛି । ଅପରେସନ ସିନ୍ଦୂର ସମ୍ପୂଣ୍ଣ ସଫଳ ହୋଇଛି । ଅପରେସନ ସିନ୍ଦୂରର ସଫଳତା ମହାଦେବଙ୍କ ନିକଟରେ ଅର୍ପଣ କରୁଛି । ୧୪୦ କୋଟି ଦେଶବାସୀଙ୍କ ଏକତା ଅପରେସନ ସିନ୍ଦୂରର ଶକ୍ତି । ଆଜି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପଠାଯାଇଛି । ପିଏମ କିଷାନ ନିଧି ଯୋଜନାରେ ବିନା ବ୍ରକରେ ଚାଲିଛି । ବିନା ଦଲାଲ, କମିଶନରେ ସିଧା ଚାଷୀଙ୍କ ଖାତାକୁ ଟଙ୍କା ଯାଉଛି । ଯିଏ ଯେତେ ପଛୁଆ ସେମାନଙ୍କୁ ସେତେ ପ୍ରାଥମିକତା ଆମର ମନ୍ତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking