30.1 C
Bhubaneswar
Tuesday, June 3, 2025
Homeଦେଶ ବିଦେଶସଠିକ ଢଙ୍ଗରେ ଅପରେସନ ସିନ୍ଦୂର ଚାଲିଛି: ରାଜନାଥ ସିଂହ 

ସଠିକ ଢଙ୍ଗରେ ଅପରେସନ ସିନ୍ଦୂର ଚାଲିଛି: ରାଜନାଥ ସିଂହ 

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୂଚନା । କହିଲେ ଜାରି ରହିଛି ଅପରେସନ ସିନ୍ଦୂର । ଭାରତୀୟ ସେନାର ବିଜୟ ହୋଇଛି । ପିଓକେ ଆତଙ୍କୀ ସଙ୍ଗଠନକୁ ଧ୍ୱଂସ କରିଛୁ । ୯ଟି ଆତଙ୍କୀ ସଙ୍ଗଠନକୁ ଧ୍ୱଂସ କରିଛୁ । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ କରିଛୁ । ଭାରତୀୟ ସେନା ଅକଳ୍ପନୀୟ କାମ କରିଛି । ସେନା ଅଦମ୍ୟ ସାହାସ ଓ ଶୌର୍ଯ୍ୟ ଦେଖାଇଛି । ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇନି । ସଠିକ ଢଙ୍ଗରେ ଅପରେସନ ସିନ୍ଦୂର ଚାଲିଛି । ପୂରା ବିଶ୍ୱ କାଲି ଦେଖାଇଲା ସେନାର ଶକ୍ତି । ପାକ୍ ଉପରେ ଆକ୍ରମଣ କରିଛି ଭାରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking