27.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶଅପରେସନ ସିନ୍ଦୁରର ନାରୀ ଶକ୍ତିର ପ୍ରତୀକ: ମୋଦି

ଅପରେସନ ସିନ୍ଦୁରର ନାରୀ ଶକ୍ତିର ପ୍ରତୀକ: ମୋଦି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭୋପାଳର ଏକ କାଯ୍ୟକ୍ରମରେ ମୋଦି ସାମିଲ ହୋଇଥିବା ବେଳେ ଆତଙ୍କବାଦ କାଯ୍ୟକଳାପକୁ ନେଇ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ  ମୋଦି ପ୍ରଶଂସା କରିଛନ୍ତି । ମୋଦୀ କହିଛନ୍ତି, ପରେସନ ସିନ୍ଦୁର ନାରୀଶକ୍ତିର ପ୍ରତୀକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ । ଜମ୍ମୁଠାରୁ ଗୁଜୁରାଟ ସୀମା ସୁରକ୍ଷା ପ୍ରହରୀ ସାଜିଛନ୍ତି ବିଏସଏଫ ମହିଳା । ସୀମା ପାରରୁ ଆସୁଥିବା ଗୁଳିମାଡରେ ସେମାନେ ଉଚିତ ଜବାବ ଦେଇଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର ଆତଙ୍କୀ ଲଢେି ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ- ଗୁଳିର ଜବାବ ଗୋଳାରେ ଦିଆଯିବ ।  ପହଲଗାମ ଆକ୍ରମଣ ଆମ ନାରୀଶକ୍ତି ପ୍ରତି ଥିଲା ଖୋଲା ଚ୍ୟାଲେଞ୍ଜ ।  ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ସେମାନଙ୍କ ଆଡ୍ଡାଙ୍କ ପାଇଁ କାଳ ସାଜିଲା ।  ଏହାର ଜବାବ ଆମେ ଦେଲୁ । ଘରେ ପଶି ଆମେ ମାରିଲୁ । ଆତଙ୍କବାଦୀଙ୍କ ଆଡ୍ଡାକୁ ସମ୍ପୁଣ୍ଣ ଧ୍ୱଂସ କଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking