ନୂଆଦିଲ୍ଲୀ: ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ । ସଂସଦରେ ଡିବେଟ ବେଳେ ଅପରେସନ ସିନ୍ଦୂରରେ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବିକୁ ଅସ୍ୱୀକାର କଲେ । ଟ୍ରମ୍ପଙ୍କ ପକ୍ଷରୁ ହସ୍ତକ୍ଷେପ ନେଇ କୌଣସି ଚାପ ନଥିଲା । ବିିରୋଧୀ ଏହାକୁ ପ୍ରସଙ୍ଗ କରୁଥିବାରୁ ବିତର୍କରେ ସ୍ପଷ୍ଟ କଲେ ରାଜନାଥ ।










