13.1 C
Bhubaneswar
Sunday, December 7, 2025
Homeଓଡିଶାଅପରେସନ୍ ପ୍ରହାର: ୧୨୭ ନିଶା ବେପାରୀ ଗିରଫ

ଅପରେସନ୍ ପ୍ରହାର: ୧୨୭ ନିଶା ବେପାରୀ ଗିରଫ

ବଲାଙ୍ଗିର: ଅପରେସନ୍ ପ୍ରହାରରେ ୧୨୭ ନିଶା ବେପାରି ଗିରଫ ହୋଇଥିବା ନେଇ ମିଳିଛି ସୂଚନା । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ସୂଚନା ଦେଇ କହିଛନ୍ତି ଯେ ୫ ଜିଲ୍ଲାରୁ ୧୪ କୋଟି ୩୨ ଲକ୍ଷ ୧୪ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡରୁ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking