ଭୁବନେଶ୍ୱର: ଖୋଲା ପେଟ୍ରୋଲ୍ ଓ ଡିଜେଲ ବିକ୍ରି ନେଇ ଆସିଲା ବଡ ଖବର । ଖୋଲା ପେଟ୍ରୋଲ୍ ଓ ଡିଜେଲ ବିକ୍ରି ଉପରେ ଲାଗିପାରେ କଟକଣା । ଏନେଇ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ଆସିବ କହିଲେ ଯୋଗାଣ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିଆଯିବ ନିଷ୍ପତ୍ତି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।










